Advertisement

ମଣିଷର ଧନ ସଂପତ୍ତି ବହୁତ ଥାଇପାରେ

ମଣିଷର ଧନ ସଂପତ୍ତି ବହୁତ
                   ଥାଇପାରେ,
ବା ସେ ନଗଣ୍ୟ ଗରିବ ମଧ୍ୟ
                    ହୋଇପାରେ,-
କିନ୍ତୁ ଯାହାର ଶ୍ରେୟ-ପ୍ରେୟ ନାହିଁ
ପ୍ରୀତି-ପ୍ରତ୍ୟାଶା ଯାହାର ବ୍ୟାହତ
ସେ କିନ୍ତୁ ସର୍ବହରା-
            ସର୍ଵୋତଭାଵରେ,
ସତ୍ତା ତାହାର ସନ୍ତାପ-
                ଦୁସ୍ତରରେ,-
ଫାଙ୍କା,- ହୁ-ହୁ କରେ

ସମ୍ଵିତି ଅଖଣ୍ଡ ବାଣୀ-୪୮୦

Post a Comment

0 Comments