Advertisement

" ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ "।

ହାଉଜରମ୍ୟାନ ଦା '  ==  ବିଭିଷଣ   ଯେ  ରାବଣକୁ  ତ୍ୟାଗ   କରିଲେ,  ତାହା   କ'ଣ  ଠିକ୍  ?

        ଶ୍ରୀଶ୍ରୀଠାକୁର  =  ତା'ର   ତ୍ୟାଗ   ଆଦର୍ଶ ର  ପାଇଁ । ରାବଣ ତ  ଆଦର୍ଶବାନ  ନଥିଲା ।  ରାମଚନ୍ଦ୍ରଙ୍କୁ    ଦେଖି,   ସେ  ଏକେବାରେ,  ବିଚଳିତ   ହୋଇଗଲା। ରାମଚନ୍ଦ୍ର ଙ୍କ  ଉପରେ   ତା'ର  ଆଉ   କେହି   ନାହିଁ ।  ଭାଇ   ପ୍ରତି   କର୍ତ୍ତବ୍ୟ ଠାରୁ,   ତା'ର  ଇଷ୍ଟାନୁରାଗ   ଥିଲା  ପ୍ରବଳ । 
                  ଭୀଷ୍ମ  କିନ୍ତୁ  ଶ୍ରୀକୃଷ୍ଣଙ୍କ    ପ୍ରତି   ଶ୍ରଦ୍ଧା-ଭକ୍ତି    ନେଇ ବି,   କର୍ତ୍ତବ୍ୟ ବୋଧ ରୁ,    କୌରବର   ପକ୍ଷ    ଛାଡି   ପାରି   ନାହାଁନ୍ତି ।  ତାହା   କିନ୍ତୁ   ଠିକ୍   ହୋଇନି।  ଇଷ୍ଟଙ୍କ   ପାଇଁ,   ସତ୍ୟ ପାଇଁ  ଯେ କୌଣସି   କର୍ତ୍ତବ୍ୟ    ତ୍ୟାଗ   କରିବାକୁ   ହେବ,  ଯଦି,   ସେ  କର୍ତ୍ତବ୍ୟ   ଇଷ୍ଟଙ୍କ   ପଥରେ ଅନ୍ତରାୟ   ହୁଏ ।   "  ସର୍ବଧର୍ମାନ୍    ପରିତ୍ୟଜ୍ୟ   ମାମେକଂ ଶରଣଂ ବ୍ରଜ "।
****************
ଆଲୋଚନା ପ୍ରସଙ୍ଗେ = ୨୧ଶ  ଖଣ୍ଡ,  ପୃଷ୍ଠା = ୮୧
                       ଜୟଗୁରୁ

Post a Comment

0 Comments