ହାଉଜରମ୍ୟାନ ଦା ' == ବିଭିଷଣ ଯେ ରାବଣକୁ ତ୍ୟାଗ କରିଲେ, ତାହା କ'ଣ ଠିକ୍ ?
ଶ୍ରୀଶ୍ରୀଠାକୁର = ତା'ର ତ୍ୟାଗ ଆଦର୍ଶ ର ପାଇଁ । ରାବଣ ତ ଆଦର୍ଶବାନ ନଥିଲା । ରାମଚନ୍ଦ୍ରଙ୍କୁ ଦେଖି, ସେ ଏକେବାରେ, ବିଚଳିତ ହୋଇଗଲା। ରାମଚନ୍ଦ୍ର ଙ୍କ ଉପରେ ତା'ର ଆଉ କେହି ନାହିଁ । ଭାଇ ପ୍ରତି କର୍ତ୍ତବ୍ୟ ଠାରୁ, ତା'ର ଇଷ୍ଟାନୁରାଗ ଥିଲା ପ୍ରବଳ ।
ଭୀଷ୍ମ କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରଦ୍ଧା-ଭକ୍ତି ନେଇ ବି, କର୍ତ୍ତବ୍ୟ ବୋଧ ରୁ, କୌରବର ପକ୍ଷ ଛାଡି ପାରି ନାହାଁନ୍ତି । ତାହା କିନ୍ତୁ ଠିକ୍ ହୋଇନି। ଇଷ୍ଟଙ୍କ ପାଇଁ, ସତ୍ୟ ପାଇଁ ଯେ କୌଣସି କର୍ତ୍ତବ୍ୟ ତ୍ୟାଗ କରିବାକୁ ହେବ, ଯଦି, ସେ କର୍ତ୍ତବ୍ୟ ଇଷ୍ଟଙ୍କ ପଥରେ ଅନ୍ତରାୟ ହୁଏ । " ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ "।
****************
ଆଲୋଚନା ପ୍ରସଙ୍ଗେ = ୨୧ଶ ଖଣ୍ଡ, ପୃଷ୍ଠା = ୮୧
ଜୟଗୁରୁ

0 Comments